ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିପୋଟ ରୋଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିପୋଟ ରୋଗ   ବିଶେଷ୍ୟ

ଅର୍ଥ : ଯେଉଁ କାନ ରୋଗରେ କାନ ମୁଣ୍ଡାର ଚମଡ଼ା ଫୁଲି ଈଷତ କଳାମିଶା ନାଲି ରଙ୍ଗ ହୋଇଯାଏ

ଉଦାହରଣ : ପରିପୋଟ ରୋଗରେ ଅତ୍ୟନ୍ତ ଯନ୍ତ୍ରଣା ହୁଏ

ସମକକ୍ଷ : ପରିପୋଟ, ପରିପୋଟିକା


ଅନ୍ୟ ଭାଷାରେ ଅନୁବାଦ :

कान का एक रोग जिसमें लौक का चमड़ा सूजकर स्याही लिए हुए लाल रंग का हो जाता है।

परिपोट में बहुत दर्द होता है।
परिपोट, परिपोटक, परिपोटिका